ଯାଜପୁର ଜିଲ୍ଲା ଛତିଆ ନିକଟରେ ବାଇକ୍ କୁ ଧକ୍କା ଦେଇ ଯାତ୍ରୀବାହୀ ବସ୍ ଯାଇଛି । ସୂଚନା ରୁ ପ୍ରକାଶ ଯେ ବାଲେଶ୍ଵର ରୁ ଭୁବନେଶ୍ୱର ଯାଉଥିଲା ଚକାଡୋଳା ନାମକ ଯାତ୍ରୀବାହୀ ବସ୍ ରେ ଯାଉଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଯାତ୍ରୀ ମାନଙ୍କର ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି ।

ବାଇକ୍ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି l ସ୍ଥାନୀୟ ପୋଲିସ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କଟିଛି ମୃତ ବାଇକ ଚାଳକ ଙ୍କୁ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପୋଷ୍ଟ ମଟମ୍ ପାଇଁ ପଠାଯାଇଛି ।l

Leave A Reply

Your email address will not be published.