ସ୍ବେଚ୍ଛାସେବୀ ଙ୍କ ଦ୍ଵାରା ସଫଳତା ର ସହ କଳାହାଣ୍ଡି ରାୟଗଡ଼ା ରେ ଶେଷ ହେଲା କମ୍ବଳ ଶୀତବସ୍ତ୍ର ନୁଆ ଶାଢ଼ୀ ବିତରଣ ଓ ଚିକିତ୍ସା ସେବା।

ଲାଞ୍ଜଇଗଡ ରୁ ଭଏସ ଏଫ୍ କମନ୍ସ ନିଉଜ୍

ନିଜସ୍ବ ଉଦ୍ୟମ ରେ କଲ୍ୟାଣ ଟିମ୍ ଓ ସାହା ର ସ୍ବେଚ୍ଛାସେବୀ ଙ୍କ ଦ୍ଵାରା କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ର କିଛି ଦୁର୍ଗମ ଗାଁ ରେ ସଫଳତା ର ସହ ସମ୍ପନ୍ନ ହେଲା କମ୍ବଳ ଶୀତବସ୍ତ୍ର ନୂଆ ଲୁଗା ବିତରଣ ସହ ଚିକିତ୍ସା ସେବା କାର୍ଯ୍ୟକ୍ରମ।

ଗତ ଫେବୃଆରୀ ୧୪ ରୁ ୧୭ ତାରିଖ ଯାଏ ବର୍ଷୀୟାନ ସମାଜସେବୀ ତଥା ସେବା

ନିବୃତ୍ତ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଶ୍ରୀ ଦାମୋଦର ବିଶ୍ଵାଳ ଙ୍କ ମାର୍ଗଦର୍ଶନ ତଥା ଯୁବ ସମାଜ କର୍ମୀ
ଓମ୍ ପ୍ରକାଶ ମହାନ୍ତି ଙ୍କ ନେତୃତ ରେ ହୋଇଥିବା ଏହି ୪ ଦିନର ବ୍ୟାପକ କାର୍ଯ୍ୟକ୍ରମ କୁ ସାଧୁ ପ୍ରାଭୁଜି ପଞ୍ଚୁପାଣ୍ଡବ ଦାସ ଓ ଶିକ୍ଷାବିତ୍ ଅକ୍ଷୟ ବେହେରା ପରିଚାଳନା କରିଥିଲା ବେଳେ

ସ୍ବାସ୍ଥ୍ୟ ବିଶେଷଜ୍ଞ ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ବି ରଶ୍ମି ଙ୍କ
ନେ ତୃ ତ ରେ ଆବଶ୍ୟକ ସ୍ଥଳେ ଚିକିତ୍ସା ସେବା ଓ ଔଷଧ ପ୍ରଦାନ କରାଯାଇଥିଲା ।

  • ପ୍ରତିବର୍ଷ ଶୀତ ଦିନ ରେ ସ୍ଵେଚ୍ଛାସେବୀ ମାନେ ଏକ ଟିମ୍ ଗଠନ କରି ବ୍ୟକ୍ତିଗତ ସ୍ତର ରେ ପରଷ୍ପର ର ସହଯୋଗ ରେ ଦୁର୍ଗମ ଅଞ୍ଚଳ ରେ ଏହିପରି କାର୍ଯ୍ୟକ୍ରମ କରିବା ସହ ଜନଜାତି ଭାଇ ଭଉଣି ଙ୍କ ଜୀବନ ଜୀବିକା ଦୈନଦିନ ଚଳନୀ ସହ ପରିଚିତ ହୋଇ ଥାଆନ୍ତି ଗତ ଡିସେମ୍ବର ମାସ ୧୭ ରୁ ୨୨ ତାରିଖ ଯାଏ ରେ ମଧ୍ୟ ଏହି ସ୍ଵେଚ୍ଛାସେବୀ ମାନେ ଥୁଆମୂଲ୍ ରାମପୁର ମଦନପୁର ରାମପୂର୍ ର କିଛି ପାହାଡ ଘଟି ଉପରେ ଥିବା୧୧ ଟି ଗାଁ ରେ

କମ୍ବଳ ଶୀତବସ୍ତ୍ର ବିତରଣ କରିଥିଲେ


ମାନବାଧିକାର କର୍ମୀ ଅଧିବକ୍ତା ସତ୍ୟାନାରାୟଣ ସ୍ଥାନୀୟ ଜନସାଧାରଣ ଙ୍କ ଫ୍ୟାକ୍ଟ ଫାଇଣ୍ଡିଂ ରେ ଲୋକ ଙ୍କ ସମସ୍ୟା ଉପରେ ତଥ୍ଯ ସଂଗ୍ରହ କରିବା ସହ କାର୍ଯ୍ୟକ୍ରମ ଗୁଡ଼ିକ ସଂଯୋଜନା କରିଥିଲେ । କଳାହାଣ୍ଡି ର ଗାନ୍ଧିବାଦୀ ନେତା ତଥା ସନଜକର୍ମି ସୁରେଶ ସଂଗ୍ରାମ ସ୍ଥାନୀୟ ଅଞ୍ଚଳ ରେ ସବୁ ସହଯୋଗ କରିବା ସହ ଚାରି ଦିନ ଧରି ବିତରଣ ହେଉଥିବା ପ୍ରତି ତି ଗାଁ କୁ ବାଟ କଢେଇ ବେଇଥିଲେ । ସ୍ଵେଚ୍ଛାସେବୀ ମାନେ ଦୁର୍ଗମ ଆଦିବାସୀ ଙ୍କ ଗାଁ ରେ ରାତ୍ରି ଜାପାନ କରିଥିଲେ ।ଲାଞ୍ଜିଗଡ ବ୍ଲକ୍ ର କରାଲା ଯୋଡ଼ି ପଞ୍ଚାୟତ ର ସରପଞ୍ଚ ମଧ୍ୟ ଉପସ୍ଥିତ ଥିଲେ ।

, ଲାଞ୍ଜିଗଡ ବ୍ଲକ୍
ବେନଗାଁ ପଞ୍ଚାୟତ ର
କାରଲିଯୋଡ଼ି ଧ ଅଁ ରl ବ ଟା
ଭିତର ଧ ଡେ ଲ ଓ ବଣ୍ଡେଲ

କଳାହାଣ୍ଡି ଜିଲ୍ଲା
ଥୁଆମୁଲ ରାମପୁର ବ୍ଲକ୍
କେରପାଇ ପଞ୍ଚାୟତ
ମାଝିଗାଁ ଓ କାଶିପୁର ବ୍ଲକ୍ ର କିଛି ଗାଁ ପାଇଁ ବିତରଣ ମଧ୍ୟ ମାଝି ଗାଁ ରେ ଅନୁଷ୍ଠିତ ହୋଇ ଥିଲା ବେଳେ

କରେପାଇ ପଞ୍ଚାୟତ ର
କେରାପାଇ
ସରଗିପଦର୍ ସହ

କଲହାଣ୍ଡି
ତଥା ରାୟଗଡ଼ା ଜିଲ୍ଲା ର କିଛି ଗାଁ
ପିଣ୍ଡlପଦର୍
ମୁରଲୀମୁହିଁ
ତାରାଦେଇ
ତାରାମୁଣ୍ଡୀ
ପ୍ରଭୁତି ଅନେକ ଗାଁ ରେ ସ୍ଵେଚ୍ଛାସେବୀ ଙ୍କ ଦ୍ଵାରା ପ୍ରାୟ ୫୦୦ ରୁ ଉର୍ଦ୍ଧ ଆଦିବାସୀ ଭାଇ ଭଉଣୀ ଙ୍କୁ କମ୍ବଳ ନୂଆ ବସ୍ତ୍ର ବିତରଣ ସହ ଶତାଧିକ ରୋଗୀ ଙ୍କୁ ବିଶେଷଜ୍ଞ ଡାକ୍ତର ଙ୍କ ଦ୍ଵାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ଦିଆଯାଇଥିଲା । ପ୍ରଶାନ୍ତ
ବାଲି ଓ ପ୍ରଭୁ କୃପା ପ୍ରମୁଖ ଯୁବ କରମି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲା ବେଳେ ସ୍ଥାନୀୟ ସାମାଜିକ କରମୀ ଲକ୍ଷ୍ମଣ ମାଝି ଓ ସୁରଜ୍ ମଧ୍ୟ ବିଭିନ୍ନ ଦୁର୍ଗମ ଅଞ୍ଚଳ ଜଙ୍ଗଲ ପାହାଡ ଘେରା ରାସ୍ତା ରେ ଗନ୍ତବ୍ୟ ସ୍ଥଳ କୁ ଯିବାର ବିଳମ୍ବିତ ରାତି ଯାଏ ଯାଏ ଛାତି ଦିନ ଯାକ ଟିମ୍ ସହ ରହି ସହଯୋଗ କରିଥିଲେ ।।

Leave A Reply

Your email address will not be published.